ମୟୂରଭଞ୍ଜ ଜିଲ୍ଲା କାରାଗାରରେ ବୃକ୍ଷ ରୋପଣ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପ କାରାଗାର ରେ ଆଜି ଗୋଟିଏ ଗଛ ମା ଙ୍କ ନାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।…