ଦାଦାବଟି ନଦେବାରୁ ଗାଡି ଚାଳକଙ୍କୁ ନିସ୍ତୁକ ମାଡ଼ ମାରି ଟଙ୍କା ଲୁଟିଲେ ଦୁର୍ବୃତ୍ତ

ପୋଲିସକୁ ଅପରାଧୀଙ୍କ ଖୋଲା ଚାଲେଞ୍ଜ। ବାଲେଶ୍ବର କମର୍ଦା ବାଲିଆପାଳ ରାସ୍ତା ଉପରେ ଟ୍ରକ୍ ଡ୍ରାଇଭରଙ୍କୁ ମାଡ ମାରିବା ସହ ଟଙ୍କା ଲୁଟିନେଇଛନ୍ତି…