ଗ୍ରାମ୍ୟ ଉନ୍ନୟନ ବିଭାଗର ମହା ଦୁର୍ନିତୀ

ରାଜନଗର ବ୍ଲକ ଈଶ୍ୱରପୁର ପଂଚାୟତ ଜୁନୁସ ନଗର ଗାଁରେ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ର ମହା ଦୁର୍ନିତୀ ବିନା ଫଳକରେ…

ଦୁର୍ଗମରେ ଝୁଣ୍ଟିଛି ବିକାଶର ଚିତ୍ର !

ନିୟମଗିରି ଡ଼ଙ୍ଗରିଆଙ୍କ ପାଖରେ ପହଞ୍ଚି ପାରୁନି ବିକାଶ ପଥ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ମୁନିଖୋଲ ପଞ୍ଚାୟତର ଡ଼ଙ୍ଗରିଆଙ୍କ ପାଇଁ ଅପହଞ୍ଚ…

ଦୀପତଳ ଅନ୍ଧାର, ମୌଳିକ ସୁବିଧାରୁ ବଂଚିତ ହତାନାଦା ଗ୍ରାମବାସୀ

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗ୍ରାମକୁ ନାହିଁ ପକ୍କା ରାସ୍ତା, ସ୍ବାସ୍ଥ୍ୟ ସେବା ଏବଂ ପାନୀୟ ଜଳ ଯୋଗାଣ ।…

ରାଜପଥରେ ଲୁଟେରାଙ୍କ ଆତଙ୍କ, ଲହୁଲୁହାଣ କରି, ପରେ ଲୁଟିନେଲେ ସବୁକିଛି

କେନ୍ଦୁଝର ଜିଲ୍ଲା ବଡବିଲ ଥାନା ରାଜପଥରେ ଲୁଟରାଙ୍କ ଆତଙ୍କରାଜ୍, ଜଣେ ଗାଡ଼ି ଚାଳକକୁ ଆକ୍ରମଣ କରି ଲହୁଲୁହାଣ କରିବା ପରେ ଲୁଟିନେଲେ…

ଦବିଲା ରାସ୍ତା, ଫସିଲା ସିମେଣ୍ଟ ବୋଝେଇ ଟ୍ରକ

ସୁବର୍ଣ୍ଣପୁର ଜିଲ୍ଲା ରାମପୁର ସହର ଏକ ସିମେଣ୍ଟ ଗୋଦାମ ସମ୍ମୁଖରୁ ଫସିଛି ସିମେଣ୍ଟ ବୋଝେଇ ଟ୍ରକ l ସୁବର୍ଣ୍ଣପୁର ବରପାଲି ଡୁଙ୍ଗୁରିପାଳି…

ମରଣଯନ୍ତା ପାଲଟିଛି ଅଡାମାହା ଗ୍ରାମ କଚ୍ଛା ରାସ୍ତା

ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକ ଅଧିନସ୍ଥ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ଅଡାମାହା ଗ୍ରାମ ର ଦୃଶ୍ୟ। ଅଡାମାହା ଗ୍ରାମ…

ଗ୍ରାମବାସୀଙ୍କ ଦାବି ପକ୍କା ରାସ୍ତା

ଅମାନିଆ ଠିକା ସଂସ୍ଥା ନା ଦାବି ଶୁଣୁଛି ନା ଠିକ୍ ରେ କାମ କରୁଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ…

ଭଲ ରାସ୍ତା ଅଭାବରୁ କାଦୁଅ, ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଜଗନ୍ନାଥ ପାଲି ଗାଁକୁ ନାହିଁ ରାସ୍ତା

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ ପାଲି ଗାଁକୁ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ନାହିଁ…

ଦୈନିକ ଦୁର୍ଘଟଣା ପାଇଁ ଆନ୍ଦୋଳକୁ ଓହ୍ଲାଇଲେ ପାରାଦ୍ଵୀପର ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ

ମରଣଯନ୍ତା ପାଲଟିଛି ପାରାଦ୍ଵୀପର ରାସ୍ତା। ଦୈନିକ ଘଟୁଛି ଦୁର୍ଘଟଣା, ଅକାରଣରେ ଝରିପଡ଼ୁଛି ଜୀବନ। ମାତ୍ର ପ୍ରଶାସନ କେବଳ କେସ କରି ଚୁପ୍…

ଦିନ ଦ୍ବିପ୍ରହରେ ବିଚ ରାସ୍ତାରେ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥରେ ଦିନ ଦ୍ବିପ୍ରହରରେ ଦମ୍ପତିଙ୍କୁ ଲୁଟିନେଲେ ଦୁର୍ବୃତ୍ତ। ବନ୍ଧୁକ ଦେଖାଇ ସେମାନଙ୍କ ସୁନା ଗହଣା…