ଆଠମଲ୍ଲିକରେ ଓଡିଶା ରିପୋର୍ଟର ମହାସଂଘ ଶାଖାର ସାଧାରଣ ବୈଠକ

ଓଡ଼ିଶା ରିପୋର୍ଟର ମହାସଂଘ ଆଠମଲ୍ଲିକ ଶାଖା ପକ୍ଷରୁ ଏକ ସାଧାରଣ ବୈଠକ ଠାକୁରଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି।…