ଶେଷ ହେଲା ତିନି ରଥର ଦଣ୍ଡା ଗୋଳେଇ କାର୍ଯ୍ୟ, ଆସନ୍ତାକାଲି ଦାଣ୍ଡରେ ପଡ଼ିବ କଣ୍ଟା

ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ଚାଲିଥିବା ତିନି ରଥର ନିର୍ମାଣ କାର୍ଯ୍ୟରେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସଫଳତାର ସହ…