ରାଜ୍ୟସଭାରେ କଟ୍ଟର ବିରୋଧୀ ଭୂମିକା ତୁଲାଇବ ବିଜେଡି

ବଦଳିଲା ବିଜେଡିର ରଣନୀତି। ଆଉ ପ୍ରୋ ଗଭମେଣ୍ଟ ପାର୍ଟି ହୋଇ ରହିବ ନାହିଁ। ରାଜ୍ୟସଭାରେ ବିରୋଧୀ ଭୂମିକାକୁ ଓହ୍ଲାଇବ ବିଜେଡି। ରାଜ୍ୟର…