‘କହିବି ନାହିଁ ମରାଠୀ’, ନାନ୍ଦେଡରେ ପୁଣି ହିଂସାକୁ ଓଲ୍ହାଇଲେ ରାଜ ଠାକରେଙ୍କ କର୍ମୀ, ଶୌଚାଳୟ ପରିଚାଳକଙ୍କୁ ମାରିଲେ ଚାପୁଡ଼ା

ମରାଠୀ ଭାଷାର ଅସ୍ମିତା ପ୍ରସଙ୍ଗ ଉଠାଇ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ପୁଣି ଥରେ ହିଂସାର ପଥ ବାଛିଛି।…