ଓଡିଶା ଗାଁରେ ସିଙ୍ଗାପୁର ରାଷ୍ଟ୍ରପତି, ଗାଁ ବୁଲିବା ସହ କିଣିଲେ ଏହି ସବୁ ଜିନିଷ…

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମ । ଦୁଇଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ରଘୁରାଜପୁରରେ ପହଞ୍ଚି ଗାଁ ପରିଦର୍ଶନ କରିଛନ୍ତି…