କେନ୍ଦ୍ରାପଡ଼ା ପ୍ରସିଦ୍ଧ ଓଳକଣା ମେଳଣ; ହରିହର ବେଶରେ ଶାଗଭଜା ଖାଇଲେ ଠାକୁର, ସାମିଲ ହେଲେ ଲକ୍ଷାଧିକ ଭକ୍ତ

ଓଡିଶାରେ ବାରମାସରେ ତେର ପର୍ବ । ସେଥିରୁ ଦୋଳ ପର୍ବ ଅନ୍ୟତମ । ଦୋଳ ପର୍ବରେ କେନ୍ଦ୍ରାପଡ଼ାରେ ହେଉଥିବା ଓଁକାର ପୀଠ…