ଇଣ୍ଡୋନେସିଆରେ ବିମାନ ଦୁର୍ଘଟଣା: ହେଲିକପ୍ଟର କ୍ରାଶ୍‌ରେ ୮ ଜଣଙ୍କ ପ୍ରାଣହାନି, ଘଞ୍ଚ ଜଙ୍ଗଲରୁ ଭଗ୍ନାବଶେଷ ଉଦ୍ଧାର

ଇଣ୍ଡୋନେସିଆର ବୋର୍ଣ୍ଣିଓ ଦ୍ୱୀପରେ ଏକ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଗୁରୁବାର ନିଖୋଜ ହୋଇଥିବା ଏହି ବିମାନର ଭଗ୍ନାବଶେଷ ଶୁକ୍ରବାର ଠାବ…