Punjab Bus Accident : ପଞ୍ଜାବରେ ଭୟଙ୍କର ବସ୍ ଦୁର୍ଘଟଣା ! ପୋଲରେ ପିଟିହୋଇ ଖାଲକୁ ଖସିଲା PRTC ବସ୍, ୩ ମୃତ ଓ ୨୧ ଆହତ

ପଞ୍ଜାବରେ ଭୟଙ୍କର ସଡ଼କ ଦୁର୍ଘଟଣା। ପୋଲରେ ପିଟିହୋଇ ରାସ୍ତାକଡ଼ ଖାଲକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ଚିତ୍କାର ଓ କାନ୍ଦବୋବାଳି। ଦୁର୍ଘଟଣାରେ…