ନବରଙ୍ଗପୁର: ଅତିରିକ୍ତ ଉପଜିଲ୍ଲାପାଳ ଗିରଫ, ନିଜ ଆୟର ୫୦୬% ଅଧିକ ସମ୍ପତ୍ତି ଠାବ

ଶେଷରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…