ତୀର୍ଥଯାତ୍ରା ହେଲା କାଳ..ବସ୍ ଦୁର୍ଘଟଣାରେ ୨୦ ଜୀବନ୍ତ ଦଗ୍ଧ

ସାଉଦି ଆରବର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା(fatal road accident) ଘଟିଛି । ପୋଲରେ ବାଡେଇ ହୋଇ ବସ୍ ଓଲଟି…