ଝାରପଡ଼ା ପୂଜାମଣ୍ଡପରେ ବଲିଉଡ୍ ଷ୍ଟାର୍ ଗୋବିନ୍ଦାଙ୍କ ଜଲୱା ! ଗୋବିନ୍ଦାଙ୍କୁ ଦେଖିବାକୁ ପ୍ରଶଂସକଙ୍କ ଭିଡ଼ !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଲିଉଡ୍ ଷ୍ଟାର୍ ଗୋବିନ୍ଦାଙ୍କ ଜଲୱା। ଦୁର୍ଗାପୂଜା ଅବସରରେ ଝାରପଡ଼ା ପୂଜାମଣ୍ଡପରେ ପହଞ୍ଚିଲେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଗୋବିନ୍ଦା।…