Bus Accident : ମୟୂରଭଞ୍ଜରେ ବଡ଼ ବସ୍ ଦୁର୍ଘଟଣା ! ୪୨ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାଉଥିବା ଶ୍ୟାମଳୀ ବସ୍ ଓଲଟିଲା, ୨ ଗୁରୁତର

ମୟୂରଭଞ୍ଜରେ ଭୟଙ୍କର ସଡ଼କ ଦୁର୍ଘଟଣା। ଭୋର୍ ୩ଟାରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଶ୍ୟାମଳୀ ବସ୍…