ବାହାନଗା ଦୁର୍ଘଟଣା ପରେ ନନଷ୍ଟପ୍ ମରାମତି, ଟ୍ରାକରେ ଗଡ଼ିଲା ଟ୍ରେନ୍

ଦୀର୍ଘ ୫୦ ଘଣ୍ଟାରୁ ଅଧିକ ସମୟ । ନନଷ୍ଟପ୍ ମରାମତି ପରେ ଶେଷରେ ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳରେ ଗଡ଼ିଛି ଟ୍ରେନ୍ ।…