ସ୍ୱାଧୀନ ରଣନୀତି ଫେଲ୍, ଦବ୍ ଦବା ଜାରିରଖିଲା ବିଜେଡି

ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀଙ୍କ ବିରୋଧରେ ଗତ ଏପ୍ରିଲ୍ ୨୫ତାରିଖରୁ ଚାଲିଥିବା ଅନାସ୍ଥା ନାଟକର ଆଜି ଅବସାନ ଘଟିଛି।…