ନେପାଳ ସୀମା ନିକଟରେ ପ୍ରଚଣ୍ଡ ଭୂମିକମ୍ପ, ଭାରତ ଏବଂ ଭୁଟାନରେ ପଡିଛି ଏହାର ପ୍ରଭାବ; ଘର ଛାଡି ପଦାରେ ଲୋକେ

ନେପାଳ ଏବଂ ଭାରତ ସୀମା ନିକଟରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯଦିଓ ଭୂମିକମ୍ପର କେନ୍ଦ୍ରସ୍ଥଳ ତିବ୍ଦତରେ ଥିଲା। ରିକ୍ଟର…