ଔରଙ୍ଗଜେବଙ୍କୁ ନେଇ ନାଗପୁରରେ ଉଗ୍ରରୂପ ନେଲା ହିଂସା, ପଥର ମାଡ଼, ଭଙ୍ଗାରୁଜା, ୪୦ ରୁ ଅଧିକ ଗିରଫ

ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ହଟାଇବା ଦାବି କରି ଏକ ଦକ୍ଷିଣପନ୍ଥୀ ସଂଗଠନର ପ୍ରତିବାଦ ସମୟରେ ଧାର୍ମିକ ଗ୍ରନ୍ଥ ପୋଡ଼ି ଦିଆଯିବ ବୋଲି ଗୁଜବ…