ଓଡ଼ିଆ ସଙ୍ଗୀତରେ ଶୂନ୍ୟତା, ଚିରନିଦ୍ରାରେ ପ୍ରଣବ ପଟ୍ଟନାୟକ

ଓଡ଼ିଆ ସଙ୍ଗୀତ ଜଗତରେ ପୁଣି ଶୋକର ଛାୟା । ବିଶିଷ୍ଟ ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି । ୮୮…