ଭଲ ରାସ୍ତା ଅଭାବରୁ କାଦୁଅ, ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଜଗନ୍ନାଥ ପାଲି ଗାଁକୁ ନାହିଁ ରାସ୍ତା

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ ପାଲି ଗାଁକୁ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ନାହିଁ…