ମୋବାଇଲ ମେଳା ମାଧ୍ୟମରେ ଲୋକଙ୍କୁ ଚୋରି ମୋବାଇଲ ଫେରାଇଲା ପୋଲିସ

କୋରାପୁଟ ସୁନାବେଡାରେ ପୋଲିସର ମୋବାଇଲ ମେଳା। ସୁନାବେଡା ଥାନା ପରିସରରେ ଏକ ମୋବାଇଲ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ମୋବାଇଲ ଚୋରି…