୧୦୦ କଲେଜରେ ହେବ ମାନସିକ ସଚେତନତା କାର୍ଯ୍ୟ

ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ ଓ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖା ମଧ୍ୟରେ ଶୁକ୍ରବାର ଏମଓୟୁ ସ୍ଵାକ୍ଷର ହୋଇଛି।…