ବିଷଧର ସାପଙ୍କ ଆଡ୍ଡାସ୍ଥଳୀ ଅଙ୍ଗନବାଡ଼ି କେନ୍ଦ୍ର

ସଦ୍ୟ ନିର୍ମାଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ରର କନଷ୍ଟ୍ରକସନ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ । ଅଙ୍ଗନବାଡି କେନ୍ଦ୍ରରୁ ବାହରୁଛି ବିଷଧର ସାପ…