ବାଲିଆପାଳରେ ବେଆଇନ ବାଲି ବୋଝେଇ ହାଇଓ୍ବା ଜବତ; ମାଫିଆ ଛାନିଆ

ବାଲେଶ୍ଵର ଜିଲ୍ଲାରେ ବେଆଇନ ବାଲି କାରବାର ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆକ୍ସନ ମୋଡରେ ବସ୍ତା-ବାଲିଆପାଳ ଜୁନିୟର ଲଘୁ ଖଣିଜ ଅଧିକାରୀ…