ପୂର୍ବତନ ଫାଷ୍ଟ ବୋଲର ପ୍ରବୀଣ କୁମାରଙ୍କ କାରକୁ ଧକ୍କା ମାରିଲା କ୍ୟାଣ୍ଟର

ପୂର୍ବତନ ଫାଷ୍ଟ ବୋଲର ପ୍ରବୀଣ କୁମାରଙ୍କ କାର ଦୁର୍ଘଟଣାଗ୍ରସ୍ତ। ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାଣ୍ଟର ପ୍ରବୀଣଙ୍କ କାରକୁ ଧକ୍କା ଦେଇଥିଲା।…