ଗଛ ପତ୍ର ସବୁ ଗଣା ହଉଥିଲେ କିନ୍ତୁ, ଆମେ ଗଣା ହଉ ନଥିଲୁ: ମୀରା ପରିଡା

ମାୟାଧରରୁ ମୀରା। ଏ ଯାତ୍ରା ରେ ସେ ଅନେକ ଯନ୍ତ୍ରଣା ଭୋଗିଛନ୍ତି । ଅନେକ ସଂଘର୍ଷ କରିଛନ୍ତି । କିନ୍ତୁ ହାରିଯାଇନାହାନ୍ତି…