ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ରୋଗୀ ଦେଖିବେନି ଡାକ୍ତର

ଡାକ୍ତରମାନଙ୍କ ଦାବିକୁ ନେଇ ରାଜ୍ୟରେ ଓମ୍‌ସା (Odisha Medical Services Association) ଆନ୍ଦୋଳନ ଆହୁରି କଠୋର ହୋଇଛି। ଆଜିଠାରୁ ଘଣ୍ଟିକିଆ ନୁହେଁ,…