ମହାକୁମ୍ଭରେ ‘ଭାଇରାଲ ଗାର୍ଲ’ର ମେକଓଭର, ନୂଆ ଲୁକରେ ମୋନାଲିସାଙ୍କୁ ଚିହ୍ନିପାରିଲେନି ଲୋକମାନେ, କହିଲେ- ତାଙ୍କର ଅବସ୍ଥା ମଧ୍ୟ ରାନୁ ମଣ୍ଡଳ ପରି ହେବ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ବିଶ୍ୱର ସବୁଠାରୁ ବଡ଼ ମେଳା ମହାକୁମ୍ଭରେ ମାଳା ବିକ୍ରୟ କରିବାକୁ ଆସିଥିବା ଇନ୍ଦୋରର ଜଣେ ଝିଅର…