Mahakal Temple Controversy : ମହାକାଳ ମନ୍ଦିରରେ ବିଧାୟକଙ୍କ ପୁଅଙ୍କ ରିଲ୍‌କୁ ନେଇ ବିବାଦ! ସୁରକ୍ଷା କମ୍ପାନୀକୁ ୫ ଲକ୍ଷ ଜରିମାନା, ୩ ଗାର୍ଡ ବହିଷ୍କୃତ

ମହାକାଳ ମନ୍ଦିରରେ ଭିଆଇପି ସଂସ୍କୃତିକୁ ନେଇ ପୁଣି ଉଠିଲା ପ୍ରଶ୍ନ। ମନ୍ଦିର ଭିତରେ ରିଲ୍ ବନାଇ ବିବାଦରେ ବିଜେପି ବିଧାୟକଙ୍କ ପୁଅ।…