ମା’ ତାରିଣୀ ଦର୍ଶନ କରି ଫେରୁଥିଲେ; ଦୁର୍ଘଟଣା ଘଟି ଗୋଟିଏ ପରିବାରର ୪ ଗୁରୁତର, ଜଣେ ଆହତ

କେନ୍ଦୁଝର ଜିଲ୍ଲା ଘଷିପୁରା ୨୦ନଂ ଜାତୀୟ ରାଜପଥ ମା’ ମଙ୍ଗଳା ହୋଟେଲ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ଘଟି ଗୋଟିଏ ପରିବାରର ୪ଜଣ…