ମହାଶିବରାତ୍ରିରେ ମହା ଅଘଟଣ, ଖସିପଡିଲେ ସେବାୟତ

ମହାଶିବରାତ୍ରିରେ ଘଟିଲା ବଡ ଅଘଟଣ । ମହାଦୀପ ଚୂଡାକୁ ଉଠାଇବା ବେଳେ ଖସିପଡିଲେ ସେବାୟତ। ଏଭଳି ଘଟଣା ଘଟିଛି ଭୁବନେଶ୍ୱରର ଲିଙ୍ଗରାଜ…