‘ଲକ୍ଷ୍ମୀ’ ବସ୍‌ରେ ଚଢିବା ପାଇଁ ମହିଳାଙ୍କ ପ୍ରତିଯୋଗିତା

ଝରକା ଦେଇ ‘ଲକ୍ଷ୍ମୀ’ ବସ୍‌ରେ ଚଢ଼ିଲେ ବଣ୍ଡା ମହିଳା। ଖାଲି ଚଢିଲେନି, ବସ୍‌ରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା…