ମଣିପୁର: ଉତ୍ତ୍ୟକ୍ତ ଲୋକଙ୍କ ଦାବି ଯୋଗୁଁ ଗିରଫ ୧୨ ଉଗ୍ରବାଦୀ ମୁକ୍ତ

ମଣିପୁରରେ ହିଂସା ଥମିବା ବଦଳରେ ବଢ଼ିବାରେ ଲାଗିଛି । କେଉଁଠି ପୋଡ଼ାଜଳା ତ କେଉଁଠି ବିକ୍ଷୋଭ ପ୍ରଦର୍ଶନ । ସୁରକ୍ଷା ବାହିନୀ…