ହିଞ୍ଜିଳିକାଟୁ: ରଜକ ସମାଜ କୋଠଘର ନିର୍ମାଣ ପାଇଁ ସରକାରଙ୍କ ଅନୁଦାନ ପରେ ଭୂମି ପୂଜନ

ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସାରୁ ଗ୍ରାମ ପଞ୍ଚାୟତରେ ରଜକ ସମାଜ କୋଠଘର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ବିକାଶଙ୍କ…