ସେଦିନ କରମଣ୍ଡଳରେ କେତେ ପିଲା ଥିଲେ?

କରମଣ୍ଡ ଟ୍ରେନ ଦୁର୍ଘଟଣାର ଭୟାବହତା ଏବେ ମଧ୍ୟ ତାଜା। ଏବେ ବି ଆତ୍ମୀୟ ସ୍ୱଜନଙ୍କ ପ୍ରତୀକ୍ଷାରେ ପଡିରହିଛି ଶହେରୁ ଅଧିକ ମୃତଦେହ।…