କେନ୍ଦୁଝରରେ ରାବଣ ପୋଡ଼ି

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ କେଶଦୁରାପାଳରେ ଦଶହରାରେ ଜମିଲା ବଳଦ ଶୋଭାଯାତ୍ରା। କେଶଦୁରାପାଳ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି ।…