ମନ୍ତ୍ରୀ ବେଦପ୍ରକାଶଙ୍କ ଜନ୍ମଦିନ ଅଲଗା ପାଳନ କଲେ ପୁଅ-ଝିଅ, ଟିକେଟ ପାଇଁ ୨ ଫାଳ ମନ୍ତ୍ରୀଙ୍କ ପରିବାର!

କେନ୍ଦ୍ରାପଡ଼ା ଓ ପାଟକୁରାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରିବାରରେ ରାଜନୈତିକ ଫାଟ ଦେଖିବାକୁ ମିଳିଛି…