କର୍ଣ୍ଣାଟକରେ ପୂର୍ବତନ ଡିଜିପିଙ୍କୁ ହତ୍ୟା, ‘ପତ୍ନୀ ପକାଇଲେ ଲଙ୍କା ପାଉଡର, ତା’ପରେ ବାନ୍ଧି ଛୁରୀରେ କଲେ ହତ୍ୟା’

କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ୨୦ ଏପ୍ରିଲରେ ବେଙ୍ଗାଲୁରୁସ୍ଥିତ ତାଙ୍କ ଘରୁ…