ମହାକୁମ୍ଭକୁ ଯାଉଥିବା ଟ୍ରେନରେ ନାହିଁ ନ ଥିବା ଭିଡ଼, ଉପଦ୍ରଵୀଙ୍କ ପଥର ଫିଙ୍ଗା, କ୍ରୋଧିତ ଯାତ୍ରୀମାନେ ପଥର ଫିଙ୍ଗି ଭାଙ୍ଗିଲେ କାଚ

ପ୍ରୟାଗରାଜ ମହାକୁମ୍ଭ ଯାଉଥିବା ଟ୍ରେନରେଏହି ସମୟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି | ଏପଟେ ମହାକୁମ୍ଭ ଯିବାକୁ ରେଳ ଷ୍ଟେସନରେ…