ଜଳିଗଲା ଡଷ୍ଟ ବୋଝେଇ ହାଇୱା; ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ

ଯାଜପୁର ରୋଡ଼ ଥାନା ଖରଡ଼ି ଛକ ନିକଟରେ ଜଳିଗଲା ଡ଼ଷ୍ଟ ବୋଝେଇ ହାଇୱା । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ।…