ଆଲିଆରେ ଜାଗର ଅବସରେ ଆଲୋକେଶ୍ୱର ମହାଦେବଙ୍କ ମହାଯଜ୍ଞ ପୂର୍ଣ୍ଣାହୁତି

ଯାଜପୁର: କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଞ୍ଚାୟତର ଆଲିଆ ଗ୍ରାମରେ ଜାଗର ଉପଲକ୍ଷେ ଶ୍ରୀ ଶ୍ରୀ ଆଲୋକେଶ୍ୱର ମହାଦେବଙ୍କ ତିନିଦିନିଆ ବିଶ୍ୱଶାନ୍ତି…