ଦୀଘାରେ ‘ଜଗନ୍ନାଥ ଧାମ’କୁ ଗଜପତିଙ୍କ ବିରୋଧ, ପ୍ୟାଟେଣ୍ଟ ହେବ ଶବ୍ଦାବଳୀ

ବିଳମ୍ବରେ ହେଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରଥମ ସେବକ ତଥା ଗଜପତି ମହାରାଜ ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣକୁ ବିରୋଧ କରିଛନ୍ତି…