ମେଲବୋର୍ଣ୍ଣ ଟେଷ୍ଟ ମ୍ୟାଚ୍ ଡ୍ର ହେଉ କିମ୍ବା ହାର ହୁଏ ତେବେ WTC ଫାଇନାଲରେ କେମିତି ପହଞ୍ଚିବ ଟିମ୍ ଇଣ୍ଡିଆ? ପୁରା ସମୀକରଣ ଏମିତି

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍ ମେଲବୋର୍ଣ୍ଣରେ ଖେଳାଯାଉଛି | ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିବାକୁ…