ଶୁଭମନ ଗିଲ ମଧ୍ୟ ଭାବି ନଥିବେ ଯେ ସେ ଏମିତି କରିବେ, ଧୋନି ହୁଅନ୍ତୁ କି ଗାଙ୍ଗୁଲି, ସବୁ ରହିଗଲେ ପଛରେ

ଭାରତୀୟ ଦଳର ନୂତନ ଟେଷ୍ଟ ଅଧିନାୟକ ଶୁଭମନ ଗିଲ ଏଜବାଷ୍ଟନ ଟେଷ୍ଟ ମ୍ୟାଚ୍ ର ଉଭୟ ଇନିଂସରେ ଶତକ ହାସଲ କରି…

ଅବସର ପରେ ଭାଙ୍ଗିଲା ରୋହିତଙ୍କ କୀର୍ତ୍ତିମାନ, WTC ରେ ପଂତ ରଚିଲେ ଇତିହାସ; ସମସ୍ତ ଭାରତୀୟ ଖେଳାଳିଙ୍କୁ ପକାଇଲେ ପଛରେ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ହେଡିଂଲି ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ…

ଏବି ଡିଭିଲିୟର୍ସଙ୍କୁ କଲେ ପଛ, ରେକର୍ଡ ଟାର୍ଗେଟରେ ରିକି ପଣ୍ଟିଂ ଏବଂ ଏମଏସ ଧୋନି

ରୋହିତ ଶର୍ମା ଏପର୍ଯ୍ୟନ୍ତ ଦିନିକିଆରେ ଅଧିନାୟକ ଭାବରେ ୧୨୦ଟି ଛକା ମାରି ସାରିଛନ୍ତି। ସେ ଏବେ ଏବି ଡିଭିଲିୟର୍ସଙ୍କୁ ପଛରେ ପକାଇ…

ଜାଡେଜା ୬୦୦ ୱିକେଟ କ୍ଲବରେ ପଞ୍ଚମ ଭାରତୀୟ

ଭେଟେରାନ ଅଲରାଉଣ୍ଡର ଟିମ ଇଣ୍ଡିଆ ଖେଳାଳି ରବୀନ୍ଦ୍ର ଜାଡେଜା ପଞ୍ଚମ ଭାରତୀୟ ଭାବେ ୬୦୦ ଅନ୍ତର୍ଜାତୀୟ ୱିକେଟ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି…

ଇଂଲଣ୍ଡ ବିପକ୍ଷ ODI ସିରିଜରେ ଏହି ନୂଆ ଜର୍ସିରେ ନଜର ଆସିବ ଟିମ୍ ଇଣ୍ଡିଆ, ପରଦା ଉଠାଇଲା BCCI

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳକୁ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବାକୁ ପଡିବ ।…

ବରୁଣ ଚକ୍ରବର୍ତ୍ତୀ ଜଣାଇଲେ ତାଙ୍କ ସଫଳତାର ରହସ୍ୟ, କହିଲେ ଏଇ ବଡ଼ କଥା

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି। ଟିମ୍ ଇଣ୍ଡିଆ ଏହି ସିରିଜର ପ୍ରଥମ ମ୍ୟାଚ୍…