ମା’ଙ୍କ ଦର୍ଶନ ପୂର୍ବରୁ ମୃତ୍ୟୁର ତାଣ୍ଡବ ! ୧୫ ମୃତ

ମଧ୍ୟପ୍ରଦେଶର ଗ୍ୱାଲିଅରରେ ଭୟଙ୍କର ସଡ଼କ ଦୁର୍ଘଟଣା। ମା’ ଶୀତଳାଙ୍କ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଧାନ ବୋଝେଇ ଟ୍ରକ୍।…