ଅନାଥ ଗାଈଆଳ ପିଲାକୁ ନିଜ ଖର୍ଚ୍ଚରେ ପାଠ ପଢାଇଲେ ଶିକ୍ଷକ

ଛୁଆଟି ଦିନରୁ ସେ ବାପ-ମା’ଙ୍କୁ ହରାଇ ହୋଇଥିଲା ଅନାଥ। ପେଟ ଚାଖଣ୍ଡକ ପାଇଁ କୁନି ହାତରେ ଧରିଥିଲା ଠେଙ୍ଗା ଓ ପାଲଟି…