ଦିଲ୍ଲୀର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଉଚ୍ଚକୁ ଉଠିଲା ନିଆଁ, କୋଠାରୁ ଡେଇଁ ପଡ଼ି ବାପା ସମେତ ଦୁଇ ପିଲାଙ୍କ ମୃତ୍ୟୁ

ଦିଲ୍ଲୀର ଦ୍ୱାରକା ସେକ୍ଟର-୧୩ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଆପାର୍ଟମେଣ୍ଟର ସପ୍ତମ ମହଲାରେ ଘଟିଛି। ୮ଟି ଦମକଳ ଗାଡ଼ି…