ନକଲି ମୃଦୁପାନୀୟ କମ୍ପାନୀରେ CMCର ଚଢ଼ାଉ, କମ୍ପାନୀ ସିଲ୍ ସହ ୫୦ ହଜାର ଜରିମାନା

ଡହଡ଼ହ ଖରାରେ ତଣ୍ଟି ଶୁଖିଯାଉଥିବା ବେଳେ ଜୀବନ ବିକଳରେ କିଏ ଫଳରସ, ଆଖୁରସ, ପାଣି କିମ୍ବା ମୃଦୁପାନୀୟ ପିଇବାକୁ ପସନ୍ଦ କରିଥାନ୍ତି…