ଆଜିଠୁ ଖାତାଦେଖା…ମେ’ପ୍ରଥମ ସପ୍ତାହରେ ରେଜଲ୍ଟ !

ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ(matric) ଖାତାଦେଖା କାମ । ରାଜ୍ୟର ମୋଟ ୫୬ଟି କେନ୍ଦ୍ରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଖାତା ଦେଖୁଛନ୍ତି…